ବାଲେଶ୍ୱର: ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରର ୨ କର୍ମଚାରୀ କରୋନାରେ ଆକ୍ରାନ୍ତ, ଉଭୟଙ୍କୁ କୋଲକାତାରେ ସ୍ୱତନ୍ତ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି; ଆକ୍ରାନ୍ତ ଚିହ୍ନଟ ପରେ ସଂସ୍ଥାରେ ଆଜି ଦିନକ ପାଇଁ ୱାର୍କ ଫ୍ରମ୍‌ ହୋମ୍‌ କରିବାକୁ ନିର୍ଦ୍ଦେଶ

You might also like