ବାଲେଶ୍ୱରରୁ ଆଉ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି। ପୂର୍ବରୁ ଆଜି ଯାଜପୁରରେ ୪ଜଣ କରୋନା ଚିହ୍ନଟ ହୋଇଥିଲେ। ଆକ୍ରାନ୍ତ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନାହିଁ

You might also like