ବାତ୍ୟା ମୁକାବିଲା ନେଇ NDRF ଡିଜି ଏସ.ଏନ ପ୍ରଧାନ କହିଲେ- ଓଡ଼ିଶା ଓ ପଶ୍ଚିମବଙ୍ଗରେ ମୋଟ ୪୧ଟି NDRF ଟିମ ମୁତୟନ, ଓଡ଼ିଶାରେ ୧୫ ଟିମ ମୁତୟନ ଅଛନ୍ତି, ୫ଟି ଟିମ ରିଜର୍ଭ ରଖାଯାଇଛି; ଫୋନିରୁ ପାଇଥିବା ଅଭିଜ୍ଞତା ମୁକାବିଲା ପାଇଁ ଆମକୁ ଅଧିକ ସଶକ୍ତ କରିଛି, ଅଧିକ କଟର ସହ ବହୁ ପରିମାଣର ଯନ୍ତ୍ରାଂଶ ଧରି ଟିମ ପ୍ରସ୍ତୁତ ରହିଛନ୍ତି

You might also like