ବାତ୍ୟା ଫୋନିରେ ରାଜ୍ୟରେ ୫ ଲକ୍ଷ ୮ ହଜାର ୪୬୭ଟି ଘର ଭାଙ୍ଗିଛି, ୧ କୋଟି ୫୦ ଲକ୍ଷ ୯୪ ହଜାର ଲୋକ ପ୍ରଭାବିତ ହୋଇଛନ୍ତି; ରାଜ୍ୟ ଏମର୍ଜେନ୍ସି ଅପରେସନ ସେଣ୍ଟର (SEOC) ପକ୍ଷରୁ ସୂଚନା

You might also like