ବାତ୍ୟା ପେତାଇ ପ୍ରଭାବରେ ବର୍ଷା ଜନିତ ଧାନ ଫସଲ ନଷ୍ଟକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଲେ- ଫସଲ କ୍ଷତିଗ୍ରସ୍ତ ହୋଇଥିଲେ ସହାୟତା ମିଳିବ, ବୀମା ଅନୁସାରେ ସହାୟତା ସହ SDRF ରୁ ସହାୟତା ଦିଆଯିବ

You might also like