ବାତ୍ୟା ପୁନରୁଦ୍ଧାର ନେଇ ସୂଚନା ଲୋକସଂପର୍କ ସଚିବ ସଂଜୟ ସିଂଙ୍କ ସୂଚନା: କହିଲେ-ବାତ୍ୟା ପ୍ରଭାବିତ ସବୁ ପ୍ରମୁଖ ସହରକୁ ୧୦୦% ଜଳଯୋଗାଣ ହେଉଛି; ଆଜି ସୁଦ୍ଧା ଭୁବନେଶ୍ୱରରେ ମୋଟ ୮୬ ହଜାର ଉପଭୋକ୍ତାଙ୍କୁ ବିଜୁଳି ମିଳିଛି, ପୁରୀରେ ୧୨ ସୁଦ୍ଧା ବଡ଼ ଦାଣ୍ଡରେ ବିଜୁଳି ଦେବାକୁ କାମ ଚାଲିଛି

You might also like