ବାତ୍ୟା କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ: ୩୪ କିମି ୩୩ କେଭି, ୪୫୩ କିମି ୧୧କେଭି ବିଦ୍ୟୁତ ନଷ୍ଟ, ୬୮୦ କିମି ଏଲ୍‌ଟି ଲାଇନ, ୨୪୩୯ ଟ୍ରାନ୍ସଫର୍ମର ନଷ୍ଟ, ୧୪ଟି ମାଛଧରା ଡଙ୍ଗା ସଂପୂର୍ଣ୍ଣ ଭାଙ୍ଗିଛି, ୪୧ଟି ଆଂଶିକ କ୍ଷତିଗ୍ରସ୍ତ

You might also like