ବାତ୍ୟା ଅଂପନ ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଲେ- ବାତ୍ୟା ଅଂପନ ଉତ୍ତର ଉପକୂଳ ଓଡ଼ିଶାରେ ବି ଯଥେଷ୍ଟ ପ୍ରଭାବ ଅନୁଭୂତ ହେବ, ଦକ୍ଷିଣ ଉପକୂଳ ଓଡ଼ିଶାରେ ଏବେ ୫୫ରୁ ୭୫ କିମି ବେଗରେ ପବନ ହେଉଛି; ଧୀରେ ଧୀରେ ପବନ ବଢ଼ି କାଲି ସକାଳକୁ ଉତ୍ତର ଓଡ଼ିଶା ଉପକୂଳକୁ ଯିବ

You might also like