ବାତ୍ୟାରେ ରେଳ ବିଭାଗର କ୍ଷୟକ୍ଷତି ତଥା ପୁନରୁଦ୍ଧାର ସ୍ଥିତି ସମୀକ୍ଷା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା: କହିଲେ- ରେଲୱେର ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ କଟକ ଜୋନ୍ କ୍ଷତିଗ୍ରସ୍ତ ହୋଇଛି; ପୁରୀ ଯାଏ ସବୁ ଷ୍ଟେସନ୍‌ରେ ଖୁବ୍‌ଶୀଘ୍ର ବିଦ୍ୟୁତ୍ ଓ ପିଇବା ପାଣି ବ୍ୟବସ୍ଥା ହେବ

You might also like