ବାଙ୍ଗାଲୋର ଜଗନ୍ନାଥ ମନ୍ଦିର ପରିଚାଳନାରେ ଅବ୍ୟବସ୍ଥା। ମନ୍ଦିର ପରିଚାଳନା କମିଟିରେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ପଶି ଦାନ ଟଙ୍କା ହେରଫେର କରୁଥିବା ଅଭିଯୋଗ ହୋଇଛି

You might also like