ବାଙ୍କୀ: ମହିଳା ପୁଲିସ୍ କର୍ମଚାରୀଙ୍କ ମାଡ଼ରେ ବାଇକ୍ ଆରୋହୀ ଆହତ, ଅସୁସ୍ଥ ପତ୍ନୀଙ୍କୁ ହସ୍ପିଟାଲ ନେବା ବାଟରେ ପୁଲିସ୍ ପିଟିଥିବା ଅଭିଯୋଗ, ଆହତଙ୍କୁ ପ୍ରଥମେ ହସ୍‌ପିଟାଲ ବଦଳରେ ଥାନାକୁ ନେଲା ପୁଲିସ୍‌, ପୁଲିସ୍‌ର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା

You might also like