ବାଙ୍କୀ: ଫୋନିର ୧୦ ଦିନ ପରେ ବି ବିଦ୍ୟୁତ୍ ଆସି ନଥିବାରୁ ତାଳବସ୍ତ ପଞ୍ଚାୟତର ସାମନ୍ତରାପୁର ଓ ଚମ୍ପତିପୁର ଗ୍ରାମବାସୀଙ୍କ ରାସ୍ତାରୋକ, ଚମ୍ପତିପୁର ଛକରେ ଖୋର୍ଦ୍ଧା-ତାଳବସ୍ତ ମୁଖ୍ୟ ରାସ୍ତା ଅବରୋଧ

You might also like