ବାଗ୍‌ଚୀ କହିଲେ ଓଡ଼ିଶାରେ ତୃତୀୟ ପଜିଟିଭ ପରେ ଷ୍ଟେଜ ଥ୍ରୀର ସମ୍ଭାବନା ଦେଖୁଛୁ, ପୂର୍ବରୁ ବିଦେଶରୁ ଆସୁଥିବା ବ୍ୟକ୍ତି ସଂକ୍ରମଣର ଶିକାର ହେଉଥିଲେ, ଏବେ ଦିଲ୍ଲୀ, ହରିୟାଣାରୁ ଫେରି ସଂକ୍ରମଣର ଶିକାର ହୋଇଛନ୍ତି, ସାମାଜିକ ସଂକ୍ରମଣ ହେବା ଆଶଙ୍କା ଦେଖାଦେଇଛି

You might also like