ବଲାଙ୍ଗିର: ନାଳ ଭିତରୁ ରାଜ ମିସ୍ତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ଟାଉନ ଥାନା ଗେଟ ସରୋବରପଡ଼ା ନାଳ ଭିତରୁ ଉଦ୍ଧାର କଲା ପୋଲିସ, ମୃତକ ପଶ୍ଚିମବଙ୍ଗ ଅଞ୍ଚଳର, ହତ୍ୟା କରି କେହି ଫୋପାଡ଼ିଥିବା ସନ୍ଦେହ

You might also like