ବଲାଙ୍ଗିର: ଗୁଣିଗାରେଡ଼ି ସନ୍ଦେହରେ ପାଟଣାଗଡ଼ରେ ଦମ୍ପତିଙ୍କୁ ହତ୍ୟା ଘଟଣାରେ ଗାଁ ଲୋକଙ୍କ ଭୟରେ ବାପା ଓ ମାଆଙ୍କ ଶବ ସତ୍କାର କରିପାରୁନି ପୁଅ, ସୁରକ୍ଷା ପାଇଁ ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟରେ ଡେରା ପକାଇଛି ପୁଅ

You might also like