ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୨ ପ୍ରତିଶତ କମ୍ ବର୍ଷା ହୋଇଛି, ଗତକାଲି ସୁଦ୍ଧା ରାଜ୍ୟରେ ବର୍ଷାର ପରିମାଣ ୮୩୩.୯ ମିଲିମିଟର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର ଓ ଗଜପତିରେ କମ୍ ବର୍ଷା, ମାଲକାନଗିରିରେ ୧୪୩୯.୮ ମିମି ବର୍ଷା, ସ୍ୱାଭାବିକ ଠାରୁ ୫୩% ଅଧିକ

You might also like