ବରିଷ୍ଠ IAS ସ୍ତରରେ ଛୋଟ ବଦଳି କଲେ ସରକାର: ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ବଦଳି, ସେ ହେଲେ ଶକ୍ତି ବିଭାଗ ପ୍ରମୁଖ ସଚିବ; ଶକ୍ତି ସଚିବ ବିଷ୍ଣୁପଦ ସେଠୀ ହେଲେ ରାଜସ୍ୱ ବିଭାଗ ସଚିବ, ସନ୍ତୋଷ ଷଡ଼ଙ୍ଗୀ ହେଲେ ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବ

You might also like