ବନ୍ଦେ ଉତ୍କଳ ଜନନୀ ପ୍ରସଙ୍ଗରେ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ କଟାକ୍ଷ: କହିଲେ- କେବଳ ରାଜନୈତିକ ମତଲବ ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରାଗଲା, ପ୍ରଧାନମନ୍ତ୍ରୀ କାଳେ ନାଁ ନେଇଯିବେ ତେଣୁ ଏଭଳି ନିଷ୍ପତ୍ତି ନିଆଗଲା

You might also like