ବନ୍ଦେ ଉତ୍କଳ ଜନନୀ ଗାନକୁ ନେଇ ରାଜ୍ୟ ସରକାରଙ୍କୁ  ଖାରବେଳଙ୍କ ସମାଲୋଚନା ରାଜନୈତିକ ମତଲବ ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରାଗଲା। ପ୍ରଧାନମନ୍ତ୍ରୀ କାଳେ ନାଁ ନେଇଯିବେ ତେଣୁ ଏଭଳି ନିଷ୍ପତ୍ତି ନିଆଗଲା ବୋଲି କହିଲେ ଖାରବେଳ 

You might also like