ଫୁଲ ତୋଳିବାରୁ ୪୦ ପରିବାରଙ୍କୁ ବାସନ୍ଦ ଘଟଣା; ଘଟଣାକୁ ନିଜ ଆଡୁ ଗ୍ରହଣ କଲେ ରାଜ୍ୟ ମାନବାଧିକାର କମିଶନ, ଢେଙ୍କାନାଳ ଜିଲ୍ଲାପାଳ, ଏସ୍ପିଙ୍କୁ କମିଶନଙ୍କ ନୋଟିସ୍, ଆସନ୍ତା ମାସ ୧୫ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ Edited By OTV Khabar Bureau | By Abinash Pati On Aug 25, 2020 Share Share