ପ୍ରସ୍ତାବିତ ବୟନ ଶିଳ୍ପ ପ୍ରକଳ୍ପ ପାଇଁ ଜମି ଯୋଗାଣରେ ବିଳମ୍ବର ପ୍ରତିବାଦରେ ଭଦ୍ରକରେ ବିଜେପି ପକ୍ଷରୁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ; ଭଦ୍ରକରେ ଡିଏମ୍‌ୟୁ, ମଞ୍ଜୁରୀ ରୋଡ୍‌ରେ ଖଡ଼ଗପୁର ପାସେଞ୍ଜର ଅଟକିଲା, ଦୋକାନ ବଜାର ଓ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ

You might also like