ପ୍ରମାଣ ଦେଖାଇବାକୁ ସମୟ ମାଗିଲା SIT। ଯଦୁପୁର ଗାଁ କମିଟି ସଭାପତିଙ୍କ ସହ SITର ଆଲୋଚନା। ସରୋଜଙ୍କ ଘରେ ସଭାପତି ଜୟକୃଷ୍ଣ ପରିଡ଼ାଙ୍କ ସହ ଆଲୋଚନା। ଆଲୋଚନା ପରେ ଗଣମାଧ୍ୟମକୁ ଜୟକୃଷ୍ଣଙ୍କ ପ୍ରତିକ୍ରିୟା। କହିଲେ, ଅଭିଯୁକ୍ତ ବିରୋଧରେ ପ୍ରମାଣ ଦେଖାଇବାକୁ ସମୟ ମାଗିଲା SIT । Edited By OTV Khabar Bureau | By Sarbeswar Mohapatra On Dec 21, 2020 Share Share