ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ହକି ଟିମ୍ ଇଣ୍ଡିଆର ବିଜୟ କାମନା କଲେ କୋଚ୍ ହରେନ୍ଦ୍ର ସିଂହ, କହିଲେ- ଦେବଭୂମିରେ ଭାରତ ଭଲ ପ୍ରଦର୍ଶନ କରିବ, ୩ ଓଡ଼ିଆଙ୍କ ଏହା ନିଜ ଗ୍ରାଉଣ୍ଡ, ତାଙ୍କଠୁ ଅନେକ ଆଶା କରାଯାଉଛି

You might also like