ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ ବେଳେ ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: +୨ ପରୀକ୍ଷା ସରିବା ପରେ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ହେଉ, ଉପସାଗରୀୟ ଦେଶରେ ଅଟକ ଓଡ଼ିଆଙ୍କୁ କେନ୍ଦ୍ର ଆଣିବା ବ୍ୟବସ୍ଥା କରୁ, ଟ୍ରେନ ଓ ବିମାନ ସେବାରେ ପୂର୍ବଭଳି କଟକଣା ରହୁ

You might also like