ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ରେଳ ବିଭାଗର କଟକଣା: ମାର୍ଚ୍ଚ ୨୨ ତାରିଖ ଭୋର ୪ଟାରୁ ରାତି ୧୦ଟା ଯାଏଁ ଗଡ଼ିବନି ପାସେଞ୍ଜର ଟ୍ରେନ, ଭୋର ୪ଟା ପୂର୍ବରୁ ବାହାରିଥିବା ଟ୍ରେନ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ

You might also like