ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ ପ୍ୟାକେଜର ୫ମ କିସ୍ତି ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ସ୍ୱାସ୍ଥ୍ୟ ବିଭାଗ ଲାଗି ୧୫ ହଜାର କୋଟିର ପ୍ୟାକେଜ ଘୋଷଣା, ଟେଷ୍ଟିଂ ଓ ଲ୍ୟାବ୍ କିଟ୍ ପାଇଁ ୫୫୦ କୋଟିର ପ୍ୟାକେଜ୍, ପ୍ରତ୍ୟେକ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଲାଗି ୫୦ ଲକ୍ଷର ବୀମା ଯୋଜନା

You might also like