ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ୍ ଖୋଲିବା ନେଇ ନୀତିଗତ ନିଷ୍ପତ୍ତି ହୋଇନି। ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇନି। ଏନେଇ ବିଚାର ବିମର୍ଶ ଚାଲିଛି ବୋଲି ସୂଚନା ଦେଲେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ Edited By OTV Khabar Bureau | By Rajalaxmi Sahoo On Feb 23, 2021 Share Share