ପୃଥ୍ୱୀରାଜ ହରିଚନ୍ଦନ ଚିଲିକାରୁ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ବିଶ୍ୱଭୂଷଣ ହରିଚନ୍ଦନ କହିବା ପରେ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ ଲଢ଼ିବେ ବୋଲି ଚର୍ଚ୍ଚା ଜୋର୍ ଧରିଲା

You might also like