ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ କଳ୍ପନାଜଳ୍ପନା ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଲେ- ବିଜେପିକୁ ଯେତେବେଳେ ଯିଏ ଆସିବ, ଆପଣଙ୍କ ସାମ୍ନାରେ ଛିଡ଼ା କରିବୁ, ବର୍ତ୍ତମାନ ବିଜେପିରେ ସେଭଳି ମିଶ୍ରଣ ପର୍ବ ନାହିଁ

You might also like