ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ପାଇଲେନି ହକି ଟିକେଟ: ସେ କହିଲେ- ବାରମ୍ବାର ଅନୁରୋଧ ସତ୍ତ୍ୱେ ପାସ୍‌ କି ଟିକେଟ ମିଳିଲାନି, ଟଙ୍କା ଦେବାକୁ କହିଥିଲେ ମଧ୍ୟ ଟିକେଟ ଖଣ୍ଡେ ଦେଲେନି, ବିଶାଲ ଦେବଙ୍କୁ ଅନୁରୋଧ କରିବା ସତ୍ତ୍ୱେ ବି ଦେଲେନି; ଏଥିରୁ ଜଣାପଡ଼ୁଛି ସରକାରଙ୍କ ପାଖରେ ସାଧାରଣ ସୌଜନ୍ୟତା ନାହିଁ

You might also like