ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ, ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କ ସୂଚନା, ଭଦ୍ରକରୁ ଲୋକସଭାକୁ ୭ ଥର ନିର୍ବାଚିତ ହୋଇଥିଲେ ଅର୍ଜୁନ, ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଜଳସଂପଦ ମନ୍ତ୍ରୀ ଥିଲେ

You might also like