ପୂରା ବିଶ୍ୱ ଏବେ ବଡ଼ ସଙ୍କଟରେ ଗତି କରୁଛି, ଏବେ ଏ ସଙ୍କଟ ସାରା ବିଶ୍ୱରେ ମାନବ ଜାତିକୁ ତ୍ରସ୍ତ କରିଛି, ବିଶ୍ୱଯୁଦ୍ଧରେ ବି ଏତେ ଦେଶ ପ୍ରଭାବିତ ହୋଇନଥିଲେ, ଗତ ୨ ମାସ ହେଲା ଆମେ ନିରନ୍ତର କରୋନା ଖବର ଦେଖୁଛୁ, ଗତ ୨ ମାସ ହେଲା ଭାରତ କରୋନାର ମୁକାବିଲା କରୁଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

You might also like