ପୁଲିସ୍ ସମନ୍ୱୟ ବୈଠକରେ ଡିଜିପି ଆର୍.ପି ଶର୍ମା କହିଲେ- ନିର୍ବାଚନ ପାଖେଇ ଆସୁଛି, ଆନ୍ତଃରାଜ୍ୟ ସହଯୋଗ ନିହାତି ଆବଶ୍ୟକ; ନକ୍ସଲ ହିଂସା ଘଟାଇପାରନ୍ତି, ସବୁ ରାଜ୍ୟ ଆଲର୍ଟ ରହିବା ଜରୁରୀ, ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ଓ ଜଏଣ୍ଟ ଅପରେସନକୁ ଗୁରୁତ୍ୱ ଦିଆଯାଉଛି

You might also like