ପୁରୀ: ସ୍ନାନଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ- ସ୍ନାନଯାତ୍ରାରେ ପହଣ୍ଡି ରାତି ୧ଟାରୁ ୪ଟା ମଧ୍ୟରେ ହେବ; ପହଣ୍ଡିରେ ସାମାଜିକ ଦୂରତ୍ୱ ଠିକ ଭାବେ ବଜାୟ ରଖିବା କଷ୍ଟ, ତାହାକୁ ଦୃଷ୍ଟିରେ ରଖି ଅନ୍ୟ କିଛି ବ୍ୟବସ୍ଥା କରାଯିବାକୁ ଯୋଜନା

You might also like