ପୁରୀ: ସ୍ନାନଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ- ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ମତାମତ  ନେବା ସହିତ ସେବାୟତଙ୍କ ତାଲିକା ମାଗିଛୁ, ୨ଦିନ ପରେ ତାଲିକା ଦେବା ପରେ ୩୦ରେ ପରିଚାଳନା କମିଟି ମିଟିଂ ହେବ

You might also like