ପୁରୀ: ସେବାୟତ-ପ୍ରଶାସନ ମଧ୍ୟରେ ଆଲୋଚନା ବିଫଳ; ଜିଲ୍ଲାପାଳଙ୍କ ଅନୁରୋଧ ସତ୍ତ୍ୱେ ମାନିଲେନି ସେବାୟତ; ଏ ଯାଏଁ ମଙ୍ଗଳ ଆଳତି କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି; କାଲି ପୋଲିସ-ସେବାୟତ ଗଣ୍ଡଗୋଳ ପରେ ଏଭଳି ସମସ୍ୟା ଉପୁଜିଛି

You might also like