ପୁରୀ: ଶ୍ରୀମନ୍ଦିର କଳ୍ପବଟ ନିକଟରେ ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଜଗନ୍ନାଥଙ୍କୁ ଦର୍ଶନ ସାରି କଳ୍ପବଟ ନିକଟରେ ବସିଥିବା ବେଳେ ଅଘଟଣ, ମୃତକ କେନ୍ଦ୍ରାପଡାର ୭୫ ବର୍ଷୀୟ ଅଜୟ କୁମାର ଦାସ

You might also like