ପୁରୀ: ରେଲୱେ କ୍ୱାର୍ଟର୍ସରୁ ଡାକ୍ତର ସଞ୍ଜୀବ ସାହୁଙ୍କ ପତ୍ନୀ ସୁଜାତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଠାବ, ପାରିପାର୍ଶ୍ୱିକ ସ୍ଥିତିରୁ ସୁଜାତାଙ୍କୁ କେହି ହାଣି ହତ୍ୟା କରିଥିବା ସନ୍ଦେହ, ଘଟଣା ସ୍ଥଳରେ ସମୁଦ୍ରକୂଳ ଥାନା ପୁଲିସ୍‌ ପହଞ୍ଚି ଆରମ୍ଭ କଲା ତଦନ୍ତ

You might also like