ପୁରୀ: ରଥ ନିର୍ମାଣରେ ନିୟୋଜିତ ୩ ମହାରଣା କୋଭିଡ୍ ପଜିଟିଭ । ୫ ଜଣ ଭୋଇ ସେବକ ମଧ୍ୟ କୋଭିଡ୍ ପଜିଟିଭ । ୨ୟ ୱେଭରେ ୨ ସେବାୟତ ଓ ୨ ପରିବାର ସଦସ୍ୟଙ୍କ ମୃତ୍ୟୁ । ଜଣେ JTPଙ୍କର ସଂକ୍ରମଣରେ ମୃତ୍ୟୁ ନେଇ ଉନ୍ନୟନ ପ୍ରଶାସକଙ୍କ ସୂଚନା ।

You might also like