ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି ଘଟଣାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଲେ-ମାଉସୀ ମା’ ମନ୍ଦିରରୁ ଚୋରି ଘଟଣାକୁ ନେଇ ମୁଁ ଚକିତ। ଦୁର୍ବୃତ୍ତଙ୍କୁ ଧରିବାକୁ ଜିଲ୍ଲା ପୋଲିସ୍ ସମସ୍ତ ପଦକ୍ଷେପ ଗ୍ରହଣ କରୁ Edited By OTV Khabar Bureau | By Rajalaxmi Sahoo On Apr 1, 2021 Share Share