ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି ଘଟଣାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଲେ-ମାଉସୀ ମା’ ମନ୍ଦିରରୁ ଚୋରି ଘଟଣାକୁ ନେଇ ମୁଁ ଚକିତ। ଦୁର୍ବୃତ୍ତଙ୍କୁ ଧରିବାକୁ ଜିଲ୍ଲା ପୋଲିସ୍‌ ସମସ୍ତ ପଦକ୍ଷେପ ଗ୍ରହଣ କରୁ

You might also like