ପୁରୀ: ଧାଡ଼ି ଦର୍ଶନ ବ୍ୟବସ୍ଥାରେ ପ୍ରଥମରୁ ବିଭ୍ରାଟ ଘଟଣା; ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ କହିଲେ- ପ୍ରଶାସନର ପ୍ରଚେଷ୍ଟାକୁ ବିଫଳ କରିବା ଠିକ୍ ହେଲାନି, ଧାଡ଼ି ଭାଙ୍ଗି କିଏ ଧସେଇ ପଶିଲେ ସିସିଟିଭି ଫୁଟେଜ୍‌ରୁ ଯାଞ୍ଚ ହେବ

You might also like