ପୁରୀ ଗଦାଧର ସ୍କୁଲ୍ ୧୪୬ ନଂ ବୁଥ୍‌ ବିଳମ୍ବରେ ମତଦାନ, ବ୍ରହ୍ମଗିରି ବାଲିପାଟପୁର ୫ ନମ୍ବର ବୁଥ୍ର EVM ଅଚଳ, କଟକ ରାଜାବଗିଚା ୧୭୯ ନମ୍ବର ବୁଥ୍‌ରେ EVM ଅଚଳ, ବାଦାମବାଡ଼ି ନ୍ୟୁୟ କଲୋନୀ ୧୬୯ ନଂ ବୁଥରେ ମତଦାନ ବିଳମ୍ବ, କୁଚିଣ୍ଡା କତରାପାଲି ୧୨୨ ନମ୍ବର ବୁଥ୍‌ରେ EVMରେ ତ୍ରୁଟି

You might also like