ପୁରୀ ଓ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ କାର୍ଯ୍ୟକ୍ଷମ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ-ପୁରୀରେ ୬ଟି ବଡ଼ ଟ୍ୟାଙ୍କର ଯୋଗେ ଡିଜେଲ ଯୋଗାଣ ବ୍ୟବସ୍ଥା ହୋଇଛି; ଭୁବନେଶ୍ୱରରେ ୯୫% ପେଟ୍ରୋଲ ପମ୍ପ ଖୋଲା ରହିଛି, ବାକି ଗୁଡ଼ିକ ଖୋଲିଯିବ

You might also like