ପୁଣି ୯୯ କରୋନା ଆକ୍ରାନ୍ତ ସୁସ୍ଥ; ଯାଜପୁରରୁ ୧୬, ଖୋର୍ଦ୍ଧାରୁ ୧୩, କେନ୍ଦ୍ରାପଡ଼ାରୁ ୧୧, ଗଂଜାମରୁ ୯, ଦେବଗଡ଼ ୮, କଟକ ୭, ଜଗତସିଂହପୁରରୁ ୭, ବାଲେଶ୍ୱର, ବରଗଡ଼, ବଲାଙ୍ଗିରରୁ ୬ ଜଣ ଲେଖାଏଁ, କେନ୍ଦୁଝରରୁ ୪, ନୟାଗଡ଼ରୁ ୩, କୋରାପୁଟ, ସମ୍ବଲପୁର, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା

You might also like