ପୁଣି ଲୁଟେରାଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ। ଚାଲି ଚାଲି ଯାଉଥିବାବେଳେ ଜଣେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ। ଅନ୍ୟପଟେ ମୋବାଇଲ ଦୋକାନରୁ ସଟର ତାଡି ବି ଲୁଟ ହୋଇଛି।

You might also like