ପୁଣି ଜାନୁଆରୀରେ ଦୁଇ ଥର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାନୁଆରୀ ୫ରେ ବାରିପଦା ଓ ୧୬ରେ ପଶ୍ଚିମ ଓଡ଼ିଶା ଆସିପାରନ୍ତି; ଡିସେମ୍ବର ୨୪ରେ ମୋଦିଙ୍କ ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି

You might also like