ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବି କଲେ କଂଗ୍ରେସ ନେତା ସତ୍ୟପ୍ରକାଶ: କହିଲେ- ୨ ବିଜେଡି ନେତା କ୍ରାଇମବ୍ରାଞ୍ଚକୁ ଦେଇଥିବା ବୟାନ କୋର୍ଟରେ ବଦଳାଇଛନ୍ତି, ଦୁହିଁଙ୍କୁ ସରକାରୀ ଓକିଲ କିଛି ପ୍ରଶ୍ନ ନ ପଚାରିବା ଆହୁରି ସନ୍ଦେହଜନକ

You might also like