ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେପି ମହିଳା ମୋର୍ଚ୍ଚାର ଆନ୍ଦୋଳନ; ଅଚାନକ ନବୀନ ନିବାସ ନିକଟରେ ପହଞ୍ଚିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ,ନବୀନ ନିବାସରୁ ୩୦ ଫୁଟ ଭିତରେ ମହିଳା କର୍ମୀଙ୍କୁ ଅଟକାଇଲା ପୁଲିସ୍‌

You might also like