ପିପିଲି ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ପିପିଲିରୁ ଏକ ବିଶାଳ ପଟୁଆରରେ ପୁରୀ ଯାଇ ପ୍ରାର୍ଥିପତ୍ର ଦାଖଲ କଲେ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କଲେ ମନୋନୟନ ପତ୍ର ।

You might also like