ପିଏମ୍ କିଷାନ ଯୋଜନାରେ ଆଭିମୁଖ୍ୟ ସ୍ପଷ୍ଟ କଲେ ରାଜ୍ୟ ସରକାର: କହିଲେ- କାଳିଆ ଯୋଜନା ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି, ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ତାଲିକା ଦିଆଯିବ, କାଳିଆ ଯୋଜନାରେ ସାମିଲ୍ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ତାଲିକା ଦିଆଯିବ

You might also like